ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ ଶ୍ରୀ କୃଷ୍ଣ ପାତ୍ର କଳାହାଣ୍ଡି ଗ୍ରସ୍ତରେ

ଭବାନୀପାଟଣା: ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ ଶ୍ରୀ କୃସ୍ଣ ଚନ୍ଦ୍ର ପାତ୍ର କଳାହାଣ୍ଡି ଗ୍ରସ୍ତରେ : ତା ୨୨.୦୫.୨୦୨୫ ମାନ୍ୟବର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଭବାନୀ ପାଟଣା ଠାରେ, ଜିଲ୍ଲା ପରିଷଦ ସଭା ଗୃହରେ ୯୨ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ନୂତନ ଖାଉଟି କାର୍ଡ ବଣ୍ଟନ କରି ଥିଲେ । ସେ କହିଲେ ଅଯୋଗ୍ୟ ବ୍ୟକ୍ତି ଙ୍କୁ କାଟି ଆହୁରି ଯୋଗ୍ୟ ହିତାଧିକାରୀ ଙ୍କୁ ଠାବ କରି ନୂତନ କାର୍ଡ ଦେବୁ । ଯୋଗ୍ୟ ହିତାଧିକାରୀ କୁ ଆବେଦନ କରିବା ପାଇଁ କହିଲେ । ଯେପରି କୋନସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନରହୁ । ପରେ ଟାଉନହଲ ରେ ବି ଜେ ପି କୃଷକ ମୋର୍ଚ୍ଚା ତରଫରୁ ଆୟୋଜିତ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କୁ ଧନ୍ୟବାଦ ସଭାରେ ଭାଗ ନେଇଥିଲେ । ମୁଖ ମନ୍ତ୍ରୀ ଙ୍କ ବହୁ ଉନ୍ନତି ମୂଳକ କାର୍ଯ୍ୟ ଜଣାଇଲେ,ଧାନ ମୂଲ୍ୟ କୁଇନ ଟାଲ କୁ ୩୧୦୦/ ଦୁର୍ବିପାକ ବା କାଳବୈଶାଖୀ ଦ୍ଵାରା ଧାନ ଫସଲ ନଷ୍ଟ ହେଲେ ସରକାର କ୍ଷତି ପୁରଣ ଦେବେ ଖାଲି ଧାନ ନୁହେଁ ପ୍ରତ୍ୟେକ ଚାଷର ଉନ୍ନତି କରଣ ଚାଲିଅଛି ଯଥା ହଳଦୀ,ଆଳୁ,ପିଆଜ,ସୋୟାବିନ୍, ଚିନାବାଦାମ ମାଛଚାଷ ଇତ୍ୟାଦି । ପ୍ରତ୍ୟେକ ବ୍ଲକ ରେ ଶୀତଳ ଭଣ୍ଡାର ର ବ୍ୟବସ୍ତା ଏତେ କାମ ସମୟରେ କୋନସି ମୁଖ୍ୟମନ୍ତ୍ରୀ ଏତେ କାମ କରି ନାହାନ୍ତି ବହୁତ୍ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟକ୍ରମ ପାଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦିଆଗଲା ସଭାର ଆୟୋଜନ କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗ କରି ଥିଲେ ମଞ୍ଚଷିନ ବ୍ୟକ୍ତି ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସାଂସଦ ମାଳବିକା କେଶରୀ ଦେଓ ଏମ ଏଲ ଏ ସୁଧୀର କୁମାର ପଟ୍ଟଯୋଶୀ ଜିଲ୍ଲା ପ୍ରଭାରି ଭବେନ୍ଦ୍ର କୁମାର ପଣ୍ଡା ପୂର୍ବତନ ଏମ ଏଲ.ଏ. ଅନାମ ନାୟକ ଉପସ୍ଥିତ ଥିଲେ । ରିପୋର୍ଟ: ଭବାୀପାଟଣା ରୁ ପତୱନ୍ତ ସିଂହ

Spread the love

Leave a Reply

Your email address will not be published. Required fields are marked *