Gem Tendering ଓ SC-ST Business Acceleration workshop” Redcross Bhawan, ଭୁବନେଶ୍ୱର ଠାରେ ଆୟୋଜନ ହୋଇଥିଲା I

ଭୁବେଶ୍ବର : ଗତକାଲି ତା.23/05/2025 ରିଖ ଦିନ National SC-ST Hub, ଭୁବନେଶ୍ୱର ଶାଖା ଓ All Odisha SC-ST Chamber of Commerce and Industries ର ଅନୁକୁଲ୍ୟରେ “Gem Tendering ଓ SC-ST Business Acceleration workshop” Redcross Bhawan, ଭୁବନେଶ୍ୱର ଠାରେ ଆୟୋଜନ ହୋଇଥିଲା I କାର୍ଯ୍ୟକ୍ରମରେ NSSH, NSICର Resource person ଓ 45 ଉଦ୍ୟମୀ ଯୋଗଦାନ କରିଥିଲେ, ସଭାରେ Tender ପକାଇବା ପ୍ରକ୍ରିୟା ଓ OSCI କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା I କର୍ମଶାଳାରେ OSCI ସଭାପତି ସାଧୁ ଛତ୍ରିଆ SC-ST Chamber ଦ୍ୱାରା ଓଡ଼ିଶାର SC-ST ଉଦ୍ୟୋଗୀ ମାନେ କିଭଳି ବ୍ୟବସାୟରେ ସଫଳତା ପାଇବେ ଓ ସରକାରୀ ପଲିସି ଗୁଡିକ ଉପରେ ଆଲୋକପାତ କରିଥିଲେ I ଉପସ୍ଥିତ ଅତିଥି Dr.B asudev Sunani ଓ Manas Jena ସଂଗଠନକୁ କିଭଳି ସୁଦୃଢ଼ କରାଯାଇ ସରକାରୀ କାର୍ଯ୍ୟକ୍ରମର ଅଧିକରୁ ଅଧିକ SC-ST ଉଦ୍ୟମିଙ୍କୁ ଉପକୃତ ହୋଇପାରିବ ସେ ଦିଗରେ ମାର୍ଗଦର୍ଶନ ଦେଇଥିଲେ I National SC-ST Hub, ଭୁବନେଶ୍ୱର ଶାଖା ତରଫରୁ ଟେଂଡର ପ୍ରକ୍ରିୟା ଉପରେ ଟ୍ରେନିଂ ପ୍ରଦାନ କରାଯାଇ ଥିଲା I

Spread the love

Leave a Reply

Your email address will not be published. Required fields are marked *