ଛତ୍ରିଆ ପରିବାର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଛତ୍ରିଆ ପରିବାର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା ତା ୧୯/୩,, ପ୍ରି,ଖ, (Team D prime news) ଅନ୍ତର୍ଗତ ଯାରିଂ ଠାରେ ଛତ୍ରିଆ ପରିବାର ତରଫରୁ ପରିବାର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି , ଛତ୍ରିଆ ପରିବାର ତରଫରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଅଛି, ଏହି ବୈଠକ ରେ ଜିଲ୍ଲାର ୧୩ ଟି ବ୍ଲକ ରୁ କର୍ମକର୍ତ୍ତା ଯୋଗଦେଇଥିଲେ, ଆଗାମୀ ଦିନରେ କିଭଳି କାମ କରିବା, ଆଗାମୀ ବୈଠକ, ଓ ରଣନୀତି ପ୍ରସ୍ତୁତ କରାଯାଇଥିଲା, ଓ ସମସ୍ତେ ନିଜ ନିଜ ମତ ପ୍ରକାଶ କରି ଥିଲେ, ଆଜିର ବୈଠକରେ ଦେବରାଜ ଛତ୍ରିଆ, ଶ୍ରୀକାନ୍ତ ଛତ୍ରିଆ, ନିରଞ୍ଜନ ଛତ୍ରିଆ, ରୋହିତ ଛତ୍ରିଆ, ବିନୋଦ ଛତ୍ରିଆ, ରଜନୀକାନ୍ତ ଛତ୍ରିଆ, ଜୟରାମ ଛାତ୍ରୀଆ, ପରମାନନ୍ଦ ଛତ୍ରିଆ, ନିରଞ୍ଜନ ଛତ୍ରିଆ, ବାସୁଦେବ ଛାତ୍ରୀଆ, ଭୋଜରାଜ ଛତ୍ରିଆ, ହରେକ୍ରିଷ୍ଣା ଛତ୍ରିଆ, ଅଶୋକ ଛତ୍ରିଆ, ସତ୍ୟ ରଞ୍ଜନ ଛତ୍ରିଆ, ଆସିକ କୁମାର ଛତ୍ରିଆ, ପ୍ରମୁଖ ଉପସ୍ଥିତ ଥିଲେ ଶେଷରେ ସାହେବ ଛତ୍ରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *